ଜାହିର୍
ଦେଖଣା
ଜାହିର୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ଜାହିର=ବ୍ୟକ୍ତ; ପ୍ରକାଶିତ)
[ସମ୍ପାଦନା]- ୧. ପ୍ରକାଶ —୧. Display; manifestation.
- ୨. ପ୍ରଚାର —୨. publication.
ବିଶେଷଣ -
[ସମ୍ପାଦନା]- ୧. ବାହ୍ୟ —୧. External.
- ୨. ବ୍ୟକ୍ତ —୨. Apparent.
- ୩. ନିଜେ ନିଜେ ପ୍ରକଟିତ ବା ପ୍ରକାଶିତ — ୩. Manifest; evident.
- ୪. ପ୍ରକାଶ୍ୟ —୪. Public.
- ୫. ସର୍ବତ୍ର ପ୍ରକାଶିତ; ପ୍ରକଟିତ — ୫. Made public; published.
- ୬. ଉନ୍ମୁକ୍ତ;ସ୍ଫୁଟ —୬. Open.
- ୭. ବିଦିତ —୭. Known.
- ୮. ଦଣ୍ଡପାଇବାଦ୍ୱାରା ଉପଶାନ୍ତ; ଶାସିତ; ବଶୀକୃତ — ୮. Brought under control by means of punishment.