ଜାୟଜାତ୍

ଉଇକିଅଭିଧାନ‌ରୁ

ଜାୟଜାତ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଜାୟଦାତ୍, ଜାୟଦାଦ୍ ଅନ୍ୟରୂପ

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜାୟୁଦାଦ୍)[ସମ୍ପାଦନା]

୧. ସମ୍ପତ୍ତି —୧. Property.
୨. ଭୂସମ୍ପତ୍ତି —୨. Landed property.