ଜାୟବେଜାୟ
ଦେଖଣା
ଜାୟବେଜାୟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଜାୟବେଜାୟ
|
ବୈଦେଶିକ - ବିଶେଷଣ - (ଆରବୀ - ଜାୟଜ୍ ଓ ବେଜାୟଜ୍; ବିପରୀତାର୍ଥ ସହଚର)
[ସମ୍ପାଦନା]- ୧. ନ୍ୟାୟ ଓ ଅନ୍ୟାୟ — ୧. Right and wrong.
- ୨. ଉତ୍ତମ ଓ ମଧ୍ୟମ —୨. Good and bad.
- ୩. ବକ୍ତବ୍ୟ ଏବଂ ଅବକ୍ତବ୍ୟ — ୩. Speakable and unspeakable.
- ୪. ଉଚିତ ଏବଂ ଅନୁଚିତ — ୪. Proper and improper.
ବିଶେଷ୍ୟ -
[ସମ୍ପାଦନା]ଉଚିତ ଓ ଅନୁଚିତ କର୍ମ — proper and improper acts.