ଜାୟ୍
ଜାୟ୍
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
(ବିପରୀତ—ବଜାୟ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜାୟୁ=ସ୍ଥାନ; ଆରବୀ - ଜାୟଜ୍=ଉଚିତ୍; ବାଜିବ୍)[ସମ୍ପାଦନା]
- ୧. ବିବରଣ; ହିସାବ —୧. Account.
- ୨. ହିସାବରେ ବିବରଣ ବା ତାଲିକା; ତପସିଲ — ୨. List.
- ୩. ହିସାବ କରାଯିବା କୋଣସି ବିଷୟରେ ସ୍ମାରକ ଚିହ୍ନ; ୩. Tick mark.
- ୪. ଲିଖିତ ବିସୃତ ବିବରଣ —୪. Detailed account.
ଅନୁବାଦ[ସମ୍ପାଦନା]
ବିଶେଷଣ - (ଆରବୀ - ଜାୟଜ୍=ଉଚିତ)[ସମ୍ପାଦନା]
- ୧. ଉତ୍ତମ —୧. Good.
- ୨. ନ୍ୟାୟାନୁଗତ —୨. Legal; lawful.
- ୩. ଉଚିତ —୩. Proper.