ଜିଆ

ଉଇକିଅଭିଧାନ‌ରୁ

ଜିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂ ନାମ କିଞ୍ଚୁଳକ, ମହୀଲତା, ଗଣ୍ଡପଦ; ତୁଳ. ସଂସ୍କୃତ - ଜ୍ୟା=ଧନୁର ଦଉଡ଼ି)[ସମ୍ପାଦନା]

୧. କେଞ୍ଚୁଆ, ମହୀଲତା ନାମକ କୀଟ — Earth-worm

[ଦ୍ରଷ୍ଟବ୍ୟ — ଏମାନେ ଅସ୍ଥିହୀନ କ୍ଷିଦ୍ର ସର୍ପାକୃତି; ବର୍ଷାଦିନେ ଭୂମିରେ ବହୁତ ଦେଖାଯାନ୍ତି ଏମାନେ ଭୂମିତଳେ ମାଟି ଗାଳନ୍ତି ଏମାନଙ୍କୁ ପୋଡ଼ି ବା ଭାଜି ଚୂର୍ଣ୍ଣ କରି ଖାଇଲେ ସାନ୍ତିପାତିକ ତୂଷା ବନ୍ଦ ହୁଏ]

୨. ମନୁଷ୍ୟ ପଟରୁ ମଳ ସଙ୍ଗେ ବହାରିବା ବଡ଼ କୃମି — ୨. Tape-worm.

ପ୍ରାଦେଶିକ -[ସମ୍ପାଦନା]

୧. (ବାଣପୁର) ବି— ଗଡ଼ିଶା (ମାଛ) (ଦେଖ) - ୧. Gaṟḍ̠iṡā (fish) (See)
୨. (ମେଦିନୀପୁର) ବି— ରତା (ମାଛ) (ଦେଖ) - ୨. Ratā (fish) (See)
୩. ଶିଶୁ —୩. Infant.