ଜିଆଦା
ଦେଖଣା
ଜିଆଦା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଜିଆଦା
|
ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜ୍ୟାଦତୀ=ଅଧିକ୍ୟ; ଅଧିକ; ବହୁତ)
[ସମ୍ପାଦନା]- ୧. ଆଧିକ୍ୟ; ଅଧିକତା —୧. Excess.
- ୨. ବଳି ପଡ଼ିବା ଅଂଶ ବା ପଦାର୍ଥ —୨. Surplus.
ବିଶେଷଣ - (ଫ. ଜ୍ୟାଦା=ଅଧିକ; ବହୁତ)
[ସମ୍ପାଦନା]- ୧. ପ୍ରଚୁର —୧. More than enough
- ୨. ଉଦ୍ ବୃତ୍ତ; ଅଧିକା —୨. Excessive.
- ୩. ଅଧିକ; ବହୁତ; —୩. Much; many; great.