ଜିଉ

ଉଇକିଅଭିଧାନ‌ରୁ

ଜିଉ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ - (ସଂସ୍କୃତ - ଦ୍ୟୁତ)[ସମ୍ପାଦନା]

ବିବାହ ସମୟରେ ବରକନ୍ୟାଙ୍କର କଉଡ଼ି ଖେଳ; ଜୁଆ ଖେଳ — The game of cowries (sea-shells) played by the bride and the bridegroom during marriage.

ବୈଦେଶିକ - ବିଶେଷ୍ୟ - (ହିବ୍ରୁ)[ସମ୍ପାଦନା]

ଯୀହୁଦି (ଦେଖ) - J̄īhudi (See)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜୀବ)[ସମ୍ପାଦନା]

ଜୀ (ଦେଖ) - —Jī (See)