ଜିକର୍

ଉଇକିଅଭିଧାନ‌ରୁ

ଜିକର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜିକ୍ର୍=ଚର୍ଚ୍ଚା)[ସମ୍ପାଦନା]

୧. ସୂଚନା —୧. Indication
୨. ପ୍ରସଙ୍ଗ —୨. Reference.

(ଯଥା—ଆଉ ପୃଷ୍ଠାର ଆରମ୍ଭରେ ଏ ପୃଷ୍ଠାରେ ଜିକର ଲେଖାଯିବା)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ଜିଗର (ଦେଖ) - Jigara (See)