ଜିଜ୍ଞାସନ
ଦେଖଣା
ଜିଜ୍ଞାସନ
ଉଚ୍ଚାରଣ
[ସମ୍ପାଦନା](ଜିଜ୍ଞାସିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଜ୍ଞା ଧାତୁ+ଇଚ୍ଛାର୍ଥରେ. ସନ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ଯେ କୌଣସି ବିଷୟ ଜାଣିବାକୁ ଇଚ୍ଛୁକ ହୋଇ ପ୍ରଶ୍ନ କରେ — ୧. Desirous of knowing anything; inquisitive.
- ୨. ପ୍ରଶ୍ନକାରୀ — ୨. One who questions; interrogating.
ଜିଜ୍ଞାସନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଜ୍ଞା ଧାତୁ+ଇଚ୍ଛାର୍ଥରେ. ସନ୍+ଭାବ. ଅନ)
[ସମ୍ପାଦନା]- ୧. ପ୍ରଶ୍ନକରଣ —୧. Questioning.
- ୨. ଅନୁସନ୍ଧାନ —୨. Enruiry; investigation.