ଜିଜ୍ଞାସନ

ଉଇକିଅଭିଧାନ‌ରୁ

ଜିଜ୍ଞାସନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଜିଜ୍ଞାସିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଜ୍ଞା ଧାତୁ+ଇଚ୍ଛାର୍ଥରେ. ସନ+କର୍ତ୍ତୃ. ଅକ)[ସମ୍ପାଦନା]

୧. ଯେ କୌଣସି ବିଷୟ ଜାଣିବାକୁ ଇଚ୍ଛୁକ ହୋଇ ପ୍ରଶ୍ନ କରେ — ୧. Desirous of knowing anything; inquisitive.
୨. ପ୍ରଶ୍ନକାରୀ — ୨. One who questions; interrogating.



ଜିଜ୍ଞାସନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜ୍ଞା ଧାତୁ+ଇଚ୍ଛାର୍ଥରେ. ସନ୍+ଭାବ. ଅନ)[ସମ୍ପାଦନା]

୧. ପ୍ରଶ୍ନକରଣ —୧. Questioning.
୨. ଅନୁସନ୍ଧାନ —୨. Enruiry; investigation.