Jump to content

ଜିଜ୍ଞାସିତ

ଉଇକିଅଭିଧାନ‌ରୁ

ଜିଜ୍ଞାସିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଜ୍ଞା ଧାତୁ+ଇଚ୍ଛାର୍ଥରେ. ସନ୍=ଜିଜ୍ଞାସ୍ ଧାତୁ) +କର୍ମ. ତ)

[ସମ୍ପାଦନା]
୧. ଯାହାକୁ ପ୍ରଶ୍ନ କରାଯାଏ — ୧. (a person) Questioned; asked.
୨. ଯେଉଁ ବିଷୟରେ ପ୍ରଶ୍ନ କରାଯାଏ —୨. (a matter) Enquired after; sought after.