ଜିଦ୍
ଦେଖଣା
ଜିଦ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆ)
[ସମ୍ପାଦନା]- ୧. ଝୋକ୍; ଜିଗର୍ — ୧. Zid; obstinacy.
- ୨. ନିର୍ବନ୍ଧ; ହଟ —୨. Importunity; pertinacity.
- ୩. ଆଗ୍ରହାତିଶଯ୍ୟ —୩. Insistence.
- ୪. ଖେଳରେ ରଖାଯିବା ବାଜି; ଜିଦି — ୪. Wager in a game of hazards.
[ଦ୍ରଷ୍ଟବ୍ୟ —ଏ ଶବ୍ଦ ଇଂରାଜିଭାଷାରେ ମଧ୍ୟ ଚଳିଲାଣି]