ଜିନିସପତ୍ର
ଦେଖଣା
ଜିନିସପତ୍ର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଜିନିସ ପତର—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ବହୁବଚନ; ଫା ଜିନ୍ସ୍+ ଅନର୍ଥକ ସହଚର ପତ୍ର; ତୁଳନାକର; କାଗଜପତ୍ର)
[ସମ୍ପାଦନା]- ୧. ଦ୍ରବ୍ୟନିଚୟ —୧. Goods; things.
- ୨. ପଣ୍ୟଦ୍ରବ୍ୟସମୂହ — ୨. Merchandise.
- ୩. ପର୍ଯ୍ୟଟକ ବା ଯାତ୍ରୀଙ୍କ ସଙ୍ଗେ ଥିବା ପଦାର୍ଥସମୂହ — ୩. Articles and luggages; traveller's baggage.
- ୪. ଘରର ଉପକରଣସମୂହ; ଘରକରଣା ବସ୍ତୁନିଚୟ — ୪. Furniture of a house; house-hold articles.