Jump to content

ଜିନ୍

ଉଇକିଅଭିଧାନ‌ରୁ

ଜିନ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜୀନ୍)

[ସମ୍ପାଦନା]
୧. ଘୋଡ଼ା ପିଠିରେ ବସିବା ପାଇଁ ପକାଇବା ଚର୍ମାସନ; ଅଶ୍ୱ ପୃଷ୍ଠର ଚର୍ମାସନ —୧. Saddle.
୨. (ଆରବୀ - ଜୀନ୍ଦ୍) ଭୂତ —୨. Spirit; ghost.
୩. ପ୍ରେତ; ଦୈତ୍ୟ —୩. Demon; goblin
୪. (ଇଂରାଜୀ - jean, ଯୀନ) ମୋଟା ଓ ଘନବୁଣା ସୂତା ଲୁଗା — ୪. A thick woven cotton cloth; twiled cotton cloth.

[ଦ୍ରଷ୍ଟବ୍ୟ —ଏହି ଲୁଗା ବୁଣିବା ପାଇଁ ୪/୫: ଟା ବଅସୂତା ଓ ଝାଁପ ଆବଶ୍ୟକ]