ଜିବ୍ରା

ଉଇକିଅଭିଧାନ‌ରୁ

ଜିବ୍ରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆଫ୍ରିକା ଦେଶଭାଷାରୁ ଆନୀତ ଶବ୍ଦ; ଇଂ ଜେବ୍ରା)[ସମ୍ପାଦନା]

ଘୋଟକ ଓ ଗର୍ଦ୍ଦଭଆକୃତିବିଶିଷ୍ଟ ବନ୍ୟଜନ୍ତୁବିଶେଷ — The Zebra.

[ଦ୍ରଷ୍ଟବ୍ୟ —ଏହା ଆଫ୍ରିକାରେ ଦେଖାଯାଏ ଏହାର ହଳଦିଆ ଦେହରେ କଳା ଡୋରି ବା ପଟା ପଡ଼ିଥାଏ ଏହା ଗୋଟିଏ ଦ୍ରୁତଗାମା ପଶୁ]