Jump to content

ଜିମା

ଉଇକିଅଭିଧାନ‌ରୁ

ଜିମା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

(ଜିମ୍ମା—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଆରବୀ - ଜିମ୍ମା= ଦାୟିତ୍ୱପୂର୍ଣ୍ଣ ପ୍ରତିଜ୍ଞା)

[ସମ୍ପାଦନା]
୧. ନ୍ୟାସ; ସଂରକ୍ଷା — ୧. Custody; charge; care; trust.
୨. ଆୟତ୍ତ; ଅଧିକାର —୨. Control.
୩. ଦାୟିତ୍ୱ; ଜବାବ୍ଦେହୀ — ୩. Responsibility.
୪. କାର୍ଯ୍ୟର ଭାର —୪. Charge of some matter.

ମାରଫତେ —Through; per (as in 'per bearre').