ଜିମା
ଜିମା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
(ଜିମ୍ମା—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଆରବୀ - ଜିମ୍ମା= ଦାୟିତ୍ୱପୂର୍ଣ୍ଣ ପ୍ରତିଜ୍ଞା)[ସମ୍ପାଦନା]
- ୧. ନ୍ୟାସ; ସଂରକ୍ଷା — ୧. Custody; charge; care; trust.
- ୨. ଆୟତ୍ତ; ଅଧିକାର —୨. Control.
- ୩. ଦାୟିତ୍ୱ; ଜବାବ୍ଦେହୀ — ୩. Responsibility.
- ୪. କାର୍ଯ୍ୟର ଭାର —୪. Charge of some matter.
ଅ[ସମ୍ପାଦନା]
ମାରଫତେ —Through; per (as in 'per bearre').