Jump to content

ଜିଲାବୋର୍ଡ଼

ଉଇକିଅଭିଧାନ‌ରୁ

ଜିଲାବୋର୍ଡ଼

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଜିଲାବୋର୍ଡ—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଆରବୀ - ଜିଲା ଓ ଇ. ବୋର୍ଡ)

[ସମ୍ପାଦନା]

ଜିଲାର ସ୍ୱାସ୍ଥ୍ୟ, ଶିକ୍ଷା, ରସ୍ତା ଆଦି କେତେକ ବିଷୟ ବୁଝିବା ସକାଶେ ସରକାରଙ୍କ ମନୋନୀତ ଓ ବେ ସରକାରୀ ଲୋକ ପ୍ରତିନିଧି ମେମ୍ୱରମାନଙ୍କଦ୍ୱାରା ଗଠିତ କମିଟୀ — District Board.