ଜିଲା ମାଜିଷ୍ଟ୍ରେଟ୍
ଦେଖଣା
ଜିଲା ମାଜିଷ୍ଟ୍ରେଟ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଜିଲା ମାଜିଷ୍ଟ୍ରେଟ୍
|
ଜିଲା ମାଜିଷ୍ଟର୍, ଜିଲା ମେଜେଷ୍ଟର୍ଅନ୍ୟରୂପ
ବୈଦେଶିକ - ବିଶେଷ୍ୟ - (ଆରବୀ - ଜିଲା ଓ ଇ. ମାଜିଷ୍ଟ୍ରେଟ୍)
[ସମ୍ପାଦନା]ଜିଲାର ଫଉଜଦାରୀ ମକଦମା ଓ ଶାନ୍ତିରକ୍ଷା ଆଦିର ଭାରପ୍ରାପ୍ତ ଉଚ୍ଚତମ ରାଜକର୍ମ ଚାରୀ — District Magistrate.