ଜିହ୍ମଗ
ଦେଖଣା
ଜିହ୍ମଗ
ଉଚ୍ଚାରଣ
[ସମ୍ପାଦନା](ଜିହ୍ମିଗା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଜିହ୍ମ+ଗମ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଯେ ବକ୍ର ଗତି କରେ; ବକ୍ରଗାମୀ —୧. Moving tortuously or obliquely; having a tortuous movement.
- ୨. ମନ୍ଦ ଗତିକାରୀ —୨. Moving slowly.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ସର୍ପ —୧. Snake.
- ୨. ଶର —୨. Arrow.