Jump to content

ଜୀଇବା

ଉଇକିଅଭିଧାନ‌ରୁ

ଜୀଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଜୀବ୍ ଧାତୁ)

[ସମ୍ପାଦନା]
୧. ବଞ୍ଚି ରହିବା; ନ ମରିବା; ସଜୀବ ରହିବା — ୧. To keep one's self alive; not to die; to live.


[ଦ୍ରଷ୍ଟବ୍ୟ —ଏହି ଶବ୍ଦର ଅସମାପିକା ରୂପ ସଙ୍ଗେ ଉଠିବା, ଯିବା ଓ ରହିବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]