ଜୁ
ଦେଖଣା
ଜୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -(ଫାରାସୀ - ଜୂ; ତୁଳ ସଂସ୍କୃତ - ଯୋଗ)
[ସମ୍ପାଦନା]ଶକ୍ତି; କ୍ଷମତା — ୧. Power.
- ୨. ସାମର୍ଥ୍ୟ — ୨. Ability.
ଦେଶଜ - ଅ. (ସଂସ୍କୃତ - ଯୁଜ ଧାତୁ)
[ସମ୍ପାଦନା]ସଗଡ଼ିଆବଳଦଙ୍କୁ ଯୁଆଳିରେ କାନ୍ଧ ଦେବା ପାଇଁ ଗାଡ଼ୁଆନର ଉଚ୍ଚାରିତ ଶବ୍ଦ — An interjection used to bullocks to put their shoulders to the yoke.