Jump to content

ଜୁଉଳି

ଉଇକିଅଭିଧାନ‌ରୁ

ଜୁଉଳି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଜୋଅଳ; ଜଅଳ; ଜୋହଳ; ଲଙ୍ଗଳମୁଣ୍ଡ଼ାରେ ଲଙ୍ଗଳ—ଲୁହା ରହିବା ପାଇଁ ଖୋଳା ହୋଇଥିବା ଘରା ଉପରେ ମରା ଯାଇଥିବା ' /?/ ' ଏହି ଆକାରର ଲୁହାର ଖିଲ —Nail hooked at both ends and thrust into the blade of the plough over the groove into which the plough- iron in thrust.