Jump to content

ଜୁଡ଼୍ଖର୍

ଉଇକିଅଭିଧାନ‌ରୁ

ଜୁଡ଼୍ଖର୍

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)—ବିଶେଷ୍ୟ - (ବିପରୀତାର୍ଥ ସହଚର; ସଂସ୍କୃତ - ଜଡ଼ +ଖର)

[ସମ୍ପାଦନା]

ଶରଦି ଗରମି ରୋଗ —Apoplexy.

ବିଶେଷଣ -

[ସମ୍ପାଦନା]
୧. ଶରଦ ଓ ଗରମ —୧. Cool and warm.
୨. ନରମ ଓ ଶକ୍ତି —୨. Soft and hard.