ଜୁତା ଦେବା

ଉଇକିଅଭିଧାନ‌ରୁ

ଜୁତା ଦେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ଜୁତାରେ ପ୍ରହାର କରିବା — ୧. To strike or beat with the shoes.
୨. (ଲକ୍ଷଣାର୍ଥ) ମୁହଁତୋଡ଼ ଜବାବ ଦେଇ ଅପମାନିତ କରିବା —୩. (figurative) To insult a person by speaking to his face.