Jump to content

ଜୁତ୍ର

ଉଇକିଅଭିଧାନ‌ରୁ

ଜୁତ୍ର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ଦ୍ୟୁତି)

[ସମ୍ପାଦନା]
୧. ସୁନ୍ଦର — Fine.

ଦେଖ ଦେଖ ସଖି ପକ୍ୱଚୂତ ପତ୍ର ଧରଣୀର ପରେ କେଉଁ ଜୁତ୍ର ଉପେନ୍ଦ୍ରଭଞ୍ଜ. ଲାବଣ୍ୟନିଧି

୨. ରୁଚିକର —୨. Tasteful.
୩. ସୁବିଧାଜନକ —୩. Convenient.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଜୋତ୍ର (ଦେଖ) - Jotra (See)