ଜୁମାମସଜିଦ୍

ଉଇକିଅଭିଧାନ‌ରୁ

ଜୁମାମସଜିଦ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଜୁମ୍ମାମସଜିଦ୍—ଅନ୍ୟରୂପ)

  • (file)

ବୈଦେଶିକ - ବିଶେଷ୍ୟ - (ଆ)[ସମ୍ପାଦନା]

ଯେଉଁ ଭଳଁନାଁଳୟରେ ମୁସଲମାନ— ମାନେ ଶୁକ୍ରବାର ଦିନ ସମବେତ ହୋଇ ନମାଜ୍ ପଢ଼ନ୍ତି ବା ଭଜନ କରନ୍ତି —The mosque where Mahomedans assemble for Friday-prayer.

[ଦ୍ରଷ୍ଟବ୍ୟ —ଏହା ଆଗ୍ରାର ସ୍ୱନାମପ୍ରସିଦ୍ଧ ମସଜିଦ କଟକ ନଗରର ବାଲୁବଜାରରେ ମୁସଲମାନ ବାଦଶାହା ଆରଙ୍ଗଜେବଙ୍କ ଅମଳରେ ନିର୍ମିତ ମସଜିଦ୍କୁ ମଧ୍ୟ ଜୁମାମସଜିଦ୍ ବୋଲାଯାଏ ଶୁକ୍ରବାର ମୁସଲମାନଙ୍କ ଭଜନର ପ୍ରଶସ୍ତ ଦିନ]