Jump to content

ଜୁରି

ଉଇକିଅଭିଧାନ‌ରୁ

ଜୁରି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ଅଦାଲତରେ ଜଜଙ୍କ ସହିତ ଦଉରା ମକଦ୍ଦମା ବିଚାର କରିବା କାର୍ଯ୍ୟରେ ସହାୟତା କରିବା ନିମନ୍ତେ ବସିବା ବ୍ୟକ୍ତିଗଣ — Jury.

[ ଦ୍ର—ସେସନ୍ ଜଜଙ୍କ ସଙ୍ଗେ ସାଧାରଣଙ୍କ ପ୍ରତିନିଧି ସ୍ୱରୂପ ଦୁଇ ଜଣରୁ ବାର ଜଣ ପର୍ଯ୍ୟନ୍ତ ଜୁରି ବସନ୍ତି ]