ଜୁଲମ୍
ଦେଖଣା
ଜୁଲମ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ଜୁଲ୍ମ୍)
[ସମ୍ପାଦନା]- ୧. ଉତ୍ପୀଡ଼ନ; ଅତ୍ୟାଚାର — ୧. Oppression; high handedness.
ମଙ୍ଗରାଜ କାହାରି ଉପରେ ଜୁଲମ କଲେ ସେ ଯଦି ସାଆନ୍ତାଣିଙ୍କ କାନରେ ଦୁଃଖ କଥାଟା ଶୁଣାଇ ପାରିଲା—ତେବେ ତ ବସ୍ ଫକୀରମୋହନ. ଛମାଣଆଠଗୁଣ୍ଠ
- ୨. ବଳାତ୍କାର; ବଳପ୍ରୟୋଗ — ୨. Use of criminal force.
- ୩. ଉତ୍ପୀଡ଼ନଜନିତ କଷ୍ଟ — ୩. Hardship due to oppression.
- ୪. ନିଷ୍ଠୁରତା —୪. Cruelty.
- ୫. ଅନ୍ୟାୟ —୫. Injustice.
ଦେଶଜ - ବିଶେଷଣ -
[ସମ୍ପାଦନା]ଅତିରିକ୍ତ; ବେଜାୟ —Excessive.
(ଯଥା—ଆମ ଉପରେ ଏ ବନ୍ଦୋବସ୍ତରେ ବହୁତ ଜୁଲମ୍ ଖଜଣା ଧାର୍ଯ୍ୟ ହେଲା)