ଜୁଲ୍ପି
ଦେଖଣା
ଜୁଲ୍ପି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -(ଫାରାସୀ - ଜୁଲ୍ଫି; ସଂସ୍କୃତ - ନାମ କାକପକ୍ଷ)
[ସମ୍ପାଦନା]- ୧. କପାଳ ପାଖରୁ ଇତସ୍ତତଃ କର୍ଣ୍ଣମୂଳ ପର୍ଯ୍ୟନ୍ତ ଲମ୍ୱିଥିବା କ୍ଷୁଦ୍ର କୁଞ୍ଚିତ ବା ବକ୍ରାଗ୍ର କେଶଗୁଚ୍ଛ —୧. Curling lock of hair hanging down the sides of the temples of the head.
- ୨. ଆଖିକୋଣ ଓ କାନ ମଧ୍ୟରେ ଲମ୍ୱିଥିବା ସଯତ୍ନରକ୍ଷିତ କେଶଗୁଚ୍ଚ ବା କଲ୍ଲୀ —୨. Curled rings of hair hanging between the ends of the eyes and the ears.
- ୩. ଗାଲମୁଛା —୩. Whiskers.
- ୪. ବବୁରି ବାଳ —୪. Bobbed hair.