ଜୂତ

ଉଇକିଅଭିଧାନ‌ରୁ

ଜୂତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୟୁତ; ପ୍ରା. ଜୂତ)[ସମ୍ପାଦନା]

୧. ଜୁଆ ଖେଳ — ୧. Gambling.
୨. (ସଂସ୍କୃତ - ଯୁତ୍ର ବା ଯୋକ୍ତ୍ର ପ୍ରା. ଜୋତ୍ତ)— ଶଗଡ଼ ବା ଲଙ୍ଗଲକୁ ଯୁଆଳି ମଝିରେ ବାନ୍ଧିବାପାଇଁ ବ୍ୟବହୃତ ରଜ୍ଜୁ; ଜୋତ; ଯୁଗବନ୍ଧନ ରଜ୍ଜୁ — ୨. Rope for tying the shaft of the cart or plough to the middle of the yoke.



ଜୂତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୟୁତ)[ସମ୍ପାଦନା]

୧. ଜୁଆଖେଳ — ୧. Gambling.

ଜୁତ ଯୁତ କଲେ ମନ କନ୍ୟା ପୁରୁଷ—ଭଞ୍ଜ. ପ୍ରେମସୁଧାନିଧି

୨. ପଶାଖେଳ —୨. Play at dice.

ଜୁତରେ ଅଜ୍ଞାନ ରାଜା ହୋଇଲେ ଜାଣ—ପ୍ରାଚୀ, ନଳଚରିତ