Jump to content

ଜେମା

ଉଇକିଅଭିଧାନ‌ରୁ

ଜେମା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଜାମା=କନ୍ୟା)

[ସମ୍ପାଦନା]
୧. ରାଜପୁତ୍ରୀ — ୧. Princess; a king's daughter.

ଜୟ କାଞ୍ଚୀଜେମା ବିଶ୍ୱମନୋରମା—ରାଧାନାଥ ଚିଲିକା

୨. ସ୍ତ୍ରୀମାନଙ୍କ ନାମ — ୨. A name given to females.