Jump to content

ଜେରା

ଉଇକିଅଭିଧାନ‌ରୁ

ଜେରା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ଜିରହ୍)

[ସମ୍ପାଦନା]

ବିଚାରାଳୟରେ ଉପସ୍ଥିତ ସାକ୍ଷୀକୁ ଅପର ପକ୍ଷର କୂଟପ୍ରଶ୍ନଦ୍ୱାରା କରାଯିବା ପରୀକ୍ଷା — Corss-examination.

ଗୋଟାଏ ଗୋଟାଏ କଥା ଲୁଚାଉଥିଲା, ହେଲେ, ବୁଢ଼ୀ ଜେରାରେ ପଡ଼ିଗଲା ଫକୀରମୋହନ, ଗଳ୍ପସ୍ୱଳ୍ପ