ଜେଲାଟିନ୍
ଦେଖଣା
ଜେଲାଟିନ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଜେଲେଟିନ୍—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଇଂ ଜେଲେଟିନ)
[ସମ୍ପାଦନା]ଜୀବଜନ୍ତୁ ଓ ବିଶେଷତଃ ମାଙ୍କଡ ହାଡ, କାତି ଓ ଚମଡାକୁ ସିଝାଇ ପ୍ରସ୍ତୁତ କରିବା ଏକପ୍ରକାର ସ୍ୱଚ୍ଛ ଓ ଚକଚକିଆ ଅଠା — Gelatin.
[ଦ୍ରଷ୍ଟବ୍ୟ —ଏହାକୁ ପାଣିରେ ବତୁରାଇ ଉଷୁମ କଲେ ଏହା କାଦୁଆ ଓ ଅଠାଳିଆ ହୁଏ, ଏବଂ ଶୁଖି ଗଲେ ଟାଣୁଆ ହୁଏ ଏଥିରେ ନାନା ଖେଳଣା ଓ ଛତା ଆଦିର ବେଣ୍ଟ ତିଆରି ହୁଏ ଓ ଏହା ଫଟୋଗ୍ରାଫ୍ କାର୍ଯ୍ୟରେ ବ୍ୟବହୃତ ହୁଏ]