ଜୈତ୍ର

ଉଇକିଅଭିଧାନ‌ରୁ

ଜୈତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଜୈତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁ (ଜି ଧାତୁ=ଜୟ କରିବା+ଶୀଳାର୍ଥେ ତ୍ର)[ସମ୍ପାଦନା]

୧. ଜୟଶୀଳ —୧. Victorious; triumphant.
୨. ଜୟକାରକ —Securing or bringing about victory.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ପାରଦ —୧. Mercury.
୨. ଔଷଧ —୨. Medicine; drug.
୩. ରଥବିଶେଷ —୩. A kind of car.