ଜୈନ
ଦେଖଣା
ଜୈନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜୈନ
|
ସଂସ୍କୃତ - ବିଶେଷ୍ୟ - (ଜୈନ+ଜ୍ଞାନାର୍ଥେ ଅ)
[ସମ୍ପାଦନା]- ୧. ଜିନ ମତାବଲମ୍ୱୀ ବ୍ୟକ୍ତି ୧. A jaina; a person professing the jaina faith (a faith akin to Buddhaism).
- ୨. ଜିନଙ୍କ ପ୍ରବର୍ତ୍ତିତ ଧର୍ମ —୨. A religion or faith promulgated by saint Jina.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଜିନ ମୁନିଙ୍କ ସମ୍ୱନ୍ଧୀୟ — Relating to saga Jina.