ଜୋଖିବା
ଦେଖଣା
ଜୋଖିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ଜୁଷ ଧାତୁ=ତର୍କଣା କରିବା; ଅନୁମାନ କରିବା)
[ସମ୍ପାଦନା]- ୧. ଗଣନାକରିବା; ହିସାବ ମିଳାଇବା — ୧. To square up an account.
- ୨. ମୋଟାମୋଟି ପରିମାଣ କରିବା — ୨. To make a rough or tentative estimate or account.
- ୩. ଉପମାଦେବା; ସ୍ଥୂଳତଃ ତୁଳନା କରିବା — ୩. To compare roughly.
- ୪. (ସଂସ୍କୃତ - ଯୁଜ ଧାତୁ; ଯୋଜନ) ଜୋଡ଼ିବା — ୪. To unite.
- ୫. କୌଣସି ବସ୍ତୁକୁ ଅନ୍ୟ ବସ୍ତୁରେ ଯୋଗ କରିବା — ୫. To join a thing to another.