ଜୋଗସାଜସ

ଉଇକିଅଭିଧାନ‌ରୁ

ଜୋଗସାଜସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଜୋଗସାଜସୀ, ଜୋଗସାଜିସ୍ଅନ୍ୟରୁପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯୋଗ+ଫାରାସୀ - ସାଜିସ୍=ମେଳ; କଚିରିଆ ଶବ୍ଦ)[ସମ୍ପାଦନା]

ଏକମେଳ; ଶହ୍ଲା (ମନ୍ଦ ଅର୍ଥରେ) — Collusion.

ବିଶେଷଣ -[ସମ୍ପାଦନା]

ମେଳ ବାନ୍ଧ କରାଯିବା (କର୍ମ) — Collusive (etc).