Jump to content

ଜୋଗା

ଉଇକିଅଭିଧାନ‌ରୁ

ଜୋଗା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ଯୋଗ୍ୟ)[ସମ୍ପାଦନା]

୧. ପାରଙ୍ଗମ; ଯୋଗ୍ୟ; ଉପଯୁକ୍ତ (ବ୍ୟକ୍ତି) —

ଅନୁବାଦ[ସମ୍ପାଦନା]

୧. Able; fit (person)

୨. ଗୁଣବାନ; ଗୁଣୀ —୨. Qualified; talented.
୩. ବିଦ୍ୱାନ୍ —୩. Learned.