Jump to content

ଜୋଗାଜୋଗ

ଉଇକିଅଭିଧାନ‌ରୁ

ଜୋଗାଜୋଗ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (କଚିରିଆ ଭାଷା; ସଂସ୍କୃତ - ଯୋଗ+ବିପରୀତାର୍ଥକ କିନ୍ତୁ ଏକାର୍ଥକ ସହଚରୂପେ ବ୍ୟବହୃତ ଅଯୋଗ)

[ସମ୍ପାଦନା]
୧. ଏକଯୋଗ —୧. Conjunction.
୨. ଏକମେଳ; ଜୋଗସାଜସ —୨. Collusion.
୩. ସୁଯୋଗ; ସୁବିଧା —୩. Oppertunity.