ଜୋଡ଼ିବା

ଉଇକିଅଭିଧାନ‌ରୁ

ଜୋଡ଼ିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଜୁଡ଼୍ ଧାତୁ=ବନ୍ଧନ କରିବା)[ସମ୍ପାଦନା]

୧. ଦୁଇଟି ପଦାର୍ଥ ବା ଅଂଶକୁ ଏକତ୍ର ସଂଯୁକ୍ତ କରିବା — ୧. To unite;to join together to things or parts.
୨. ଏକାଧିକ ସଂଖ୍ୟାକୁ ମିଶାଇବା — ୨. To add up numbers.
୩. ହିସାବ ମିଳାଇବା — ୩. To square up an account.
୪. ଗୀତ ବା ପଦ୍ୟାଦି ରଚନା କରିବା — ୪. To compose a song or poem.
୫. ପୃଥଗବସ୍ଥିତ ଉପାଦାନମାନଙ୍କୁ ଏକତ୍ର ସଂଗ୍ରହ କରିବା — ୫. To bring together various materials.
୬. ଭାଙ୍ଗିଯାଇଥିବା ପଦାର୍ଥର ଅଂଶକୁ ଅଠା ଅଦିଦ୍ୱାରା ସଂଯୋଜିତ କରିବା ବା ଝାଳିବା —୬. To join or solder together two broken parts.