Jump to content

ଜୋତାଇବା

ଉଇକିଅଭିଧାନ‌ରୁ

ଜୋତାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଯୋଜନା)

[ସମ୍ପାଦନା]
୧. ଜୋତିବା କ୍ରିୟାର ପ୍ରୟୋଜକ ରୂପ — ୧. Causative form of Jotaibā
୨. ଜୋତାରେ ପ୍ରହାର କରିବା — ୨. To beat with shoes.