ଜୋର୍
ଦେଖଣା
ଜୋର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜୋର୍)
[ସମ୍ପାଦନା]- ୧. ବଳ; ବେଗ —୧. Force; velocity.
- ୨. ଜବର୍ଦସ୍ତି; ବଳପ୍ରୟୋଗ —୨. Use of force.
- ୩. ପରାକ୍ରମ; ଶକ୍ତି; କ୍ଷମତା — ୩. Strength; power; might.
- ୪. ଅଧୀକାର —୪. Authority.
- ୫. ଜିଗର —୫. Obstinacy; insistance.
- ୬. କଥା ଉପରେ ଦେବା ଗୁରୁତ୍ୱ —୬. Emphasis.
- ୭. ଉଚ୍ଚାରଣର ଗୁରୁତ୍ୱ —୭. Stress.
ବୈଦେଶିକ - ବିଶେଷଣ -
[ସମ୍ପାଦନା]- ୧. ଉଚ୍ଚ ସ୍ୱର ଯୁକ୍ତ —୧. Loud.
- ୨. (ମୂଲ୍ୟରେ) ଅତ୍ୟଧୀକ — ୨. Extenssive; dear; (in price)
- ୩. କଡା (ହୁକୁମ) —୩. Strict (order)