ଜ୍ଞ

ଉଇକିଅଭିଧାନ‌ରୁ

ଜ୍ଞ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଜ୍ଞା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - ଫୁ. (ଜ୍ଞା ଧାତୁ=ଜାଣିବା+କର୍ତ୍ତୃ. ଆ)[ସମ୍ପାଦନା]

୧. ଜ୍ଞାନୀ — ୧. Having extensive knowledge; wise.
୨. ମନୀଷୀ; ପଣ୍ଡିତ —୨. Learned.

[ଏହି ଶବ୍ଦର ପ୍ରାୟ ସ୍ୱତନ୍ତ୍ର ପ୍ରୟୋଗ ନାହିଁ; ଉପସର୍ଗ ବା ଉପପଦ ପେର ଏହାର ପ୍ରୟୋଗ ହୁଏ; ଯଥା—ବିଜ୍ଞ, ସୁଜ୍ଞ, ନୀତିଜ୍ଞ, ଶାସ୍ତ୍ରଜ୍ଞ ଇତ୍ୟାଦି]

୩. ଦେଶକାଳଜ୍ଞ — ୩. Conversant with the country and time.
୪. ଅଭିଜ୍ଞ; ଅନୁଭବୀ —୪. Experienced.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଜ୍ଞାନୀ ବ୍ୟକ୍ତି; ପଣିତ — ୧. Philosopher; wise man.
୨. ବ୍ରହ୍ମା —୨. Brahmā
୩. ଚନ୍ଦ୍ର —୩. The moon.
୪. ମଙ୍ଗଳ ଗ୍ରହ —୪. The planet mars.
୫. ବୁଧ ଗ୍ରହ —୫. The planet Mercury.