ଜ୍ଞାତ

ଉଇକିଅଭିଧାନ‌ରୁ

ଜ୍ଞାତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷଣ - (ଜ୍ଞା ଧାତୁ+କର୍ମ. ତ)[ସମ୍ପାଦନା]

୧. ବିଦିତ — ୧. Known; learnt.
୨. ପରିଚିତ —୨. Acquinted with; aware of.
୩. ଅବଗତ; ଜଣାଇ ଦିଆ ଯାଇଥିବା — ୩. Informed.
୪. କୌଣସି ବିଷୟ ଉତ୍ତମରୂପେ ଜାଣିଥିବା (ବ୍ୟକ୍ତି) — ୪. Skilled; one who knows a matter well; well versed in any matter.



ଜ୍ଞାତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଜ୍ଞାତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଜ୍ଞା ଧାତୁ+କର୍ତ୍ତୃ. ତୃ, ୧ମା. ୧ବ)[ସମ୍ପାଦନା]

୧. ଜ୍ଞାନବାନ୍; ଯେ କୌଣସି ବିଷୟ ଜାଣିଥାଏ ବା ବୁଝିଥାଏ —୧. Knowing or understanding a thing.
୨. ଜ୍ଞାନୀ —୨. Learned; wise; sagacious.