ଜ୍ଞାତ
ଦେଖଣା
ଜ୍ଞାତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଜ୍ଞା ଧାତୁ+କର୍ମ. ତ)
[ସମ୍ପାଦନା]- ୧. ବିଦିତ — ୧. Known; learnt.
- ୨. ପରିଚିତ —୨. Acquinted with; aware of.
- ୩. ଅବଗତ; ଜଣାଇ ଦିଆ ଯାଇଥିବା — ୩. Informed.
- ୪. କୌଣସି ବିଷୟ ଉତ୍ତମରୂପେ ଜାଣିଥିବା (ବ୍ୟକ୍ତି) — ୪. Skilled; one who knows a matter well; well versed in any matter.
ଜ୍ଞାତ
ଉଚ୍ଚାରଣ
[ସମ୍ପାଦନା](ଜ୍ଞାତ୍ରୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ଜ୍ଞା ଧାତୁ+କର୍ତ୍ତୃ. ତୃ, ୧ମା. ୧ବ)
[ସମ୍ପାଦନା]- ୧. ଜ୍ଞାନବାନ୍; ଯେ କୌଣସି ବିଷୟ ଜାଣିଥାଏ ବା ବୁଝିଥାଏ —୧. Knowing or understanding a thing.
- ୨. ଜ୍ଞାନୀ —୨. Learned; wise; sagacious.