ଜ୍ଞାତବ୍ୟ

ଉଇକିଅଭିଧାନ‌ରୁ

ଜ୍ଞାତବ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷଣ - (ଜ୍ଞା ଧାତୁ+କର୍ମ. ତବ୍ୟ)[ସମ୍ପାଦନା]

୧. ଜ୍ଞେୟ; ଜାଣିବାର ଯୋଗ୍ୟ — ୧. Knowable; capable of being known; fit to be known.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଯାହା ଜାଣିବାର ବିଷୟ ବା ଯେଗ୍ୟ — A thing worth knowing.