ଜ୍ଞାତସାର
ଦେଖଣା
- ଯେ ସାରକୁ ଜାଣିଅଛି
- ସାରଜ୍ଞ
- ଜ୍ଞାନଗୋଚରରେ
- ଜ୍ଞାନର ସୀମା
ଆଧାର
[ସମ୍ପାଦନା]- ↑ ପ୍ରମୋଦ ଓଡ଼ିଆ ଅଭିଧାନ ,ପୃଷ୍ଠା-୧୦୧୨
ଜ୍ଞାତସାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜ୍ଞାତ+ସାର)
[ସମ୍ପାଦନା]ଜ୍ଞାନର ସୀମା — Range of knowledge; ken.
ସଂସ୍କୃତ - ବିଶେଷଣ - (ବହୁବ୍ରୀହି)
[ସମ୍ପାଦନା]ବିବେକୀ; ଜ୍ଞାନୀ — Learned; Considerate.
ଛାଡ଼ିଦଅ ମୂଷା ତୁମ୍ଭେ ତ ଜ୍ଞାତସାର ମୂଷା ବୋଇଲା ହେ ତୁମ୍ଭେ ତ ବଳିଆର—କୃଷ୍ଣସିଂହ. ମହାଭାରତ. ଶାନ୍ତି