ଜ୍ଞାତାର୍ଥ

ଉଇକିଅଭିଧାନ‌ରୁ

ଜ୍ଞାତାର୍ଥ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଜ୍ଞାତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଜ୍ଞାତ ହୋଇଅଛି ଅର୍ଥ ଯାହାଦ୍ୱାରା ବା ଯାହାର; ବହୁବ୍ରୀହି)[ସମ୍ପାଦନା]

୧. ଯେ କୌଣସି ବିଷୟର ଅର୍ଥ ବା ମର୍ମ ବୁଝିଅଛି —୧. Knowing or understanding the meaning or purport of a thing.
୨. ଯାହାର ଅର୍ଥ ଜଣାଯାଇଅଛି —୨. Of which the meaning or purport is known.