ଜ୍ଞାତି

ଉଇକିଅଭିଧାନ‌ରୁ

ବିଶେଷ୍ୟ(ପୁଂଲିଙ୍ଗ)(ଜ୍ଞା+ତି) [୧][ସମ୍ପାଦନା]

  • ଦାୟଦ
  • ଉତ୍ତରାଧିକାରୀ
  • ସପିଣ୍ଡ
  • ସଗୋତ୍ର
  • ବାନ୍ଧବ
  • ସ୍ଵଜନ
  • ସମାବୋଦକ
  • ଗନ୍ଧ
  • ପିତା

ଆଧାର[ସମ୍ପାଦନା]

  1. ପ୍ରମୋଦ ଓଡ଼ିଆ ଅଭିଧାନ ,ପୃଷ୍ଠା -୧୦୧୨

ଜ୍ଞାତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଜ୍ଞା ଧାତୁ+କର୍ତ୍ତୃ ବା କର୍ମ ତି)[ସମ୍ପାଦନା]

୧. ଦାୟାଦ; ଉତ୍ତରାଧିକାରୀ —୧. Hair.
୨. ସ୍ୱଜନ; ସପିଣ୍ଡ; ସଗୋତ୍ର —୨. Relative; kinsman; a collateral relation; agnate.

ବାହାରୁଛନ୍ତି ଏବେ ଜ୍ଞାତିଙ୍କ ସଂହାରି କୃଷ୍ଣସିଂହ, ମହାଭାରତ. ଉଦ୍ଗୋଗ