ଜ୍ଞାତିତା

ଉଇକିଅଭିଧାନ‌ରୁ

ଜ୍ଞାତିତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଜ୍ଞାତିତ୍ୱ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଜ୍ଞାତି+ଭାବେ. ତା)[ସମ୍ପାଦନା]

୧. ଜ୍ଞାତିର ଧର୍ମ ବା ବ୍ୟବହାର; ସ୍ୱଜନତା; ସଗୋତ୍ରତା — Kinship; relationship.
୨. ଜ୍ଞାତିର ଅନିଷ୍ଟ ଚେଷ୍ଟା; ଜ୍ଞାତି ପ୍ରତି ଅନିଷ୍ଟ ପ୍ରଦର୍ଶନ — ୨. Thinking or doing injury to a kinsman.