ଜ୍ଞାତିବିରୋଧ

ଉଇକିଅଭିଧାନ‌ରୁ

ଜ୍ଞାତିବିରୋଧ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜ୍ଞାତି+ବିରୋଧ, ୭ମୀ ତତ୍)[ସମ୍ପାଦନା]

ଭାଇଆଳି କଳି; ଜ୍ଞାତିମାନଙ୍କ ମଧ୍ୟରେ ଘଟିବା ବିବାଦ — Quarrel amongest kinsmen.