ଜ୍ଞାନକୃତ ନରହତ୍ୟା
ଜାଣି ଶୁଣି ମନୁଷ୍ୟ ମାରିବାର (ହତ୍ୟା କରିବାର) ଉଦ୍ଦେଶ୍ୟରେ ମାରିବା — Culpable homicide.
[ଦ୍ରଷ୍ଟବ୍ୟ —ଏହି ଅପରାଧର ବର୍ଣ୍ଣନା ଓ ସଂଜ୍ଞା ଭାରତୀୟ ଦଣ୍ଡବିଧି ଆଇନର ୨୯୯: ଓ ୩ ଦଫାରେ ଦିଆଯାଇ ଅଛି]